Browsing Tag

Australian Open from February 8

ଫେବୃୟାରୀ ୮ରୁ ଅଷ୍ଟ୍ରେଲିଆନ୍ ଓପନ୍

ମେଲବୋର୍ଣ୍ଣ - ବିଳମ୍ବରେ ହେଲେ ମଧ୍ୟ ସିଜନର ପ୍ରଥମ ଟେନିସ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ ଆୟୋଜିତ ହେବ । ଏଟିପି ଟୁର ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଏଥର ଅଷ୍ଟ୍ରେଲିଆନ ଓପନ୍ ତିନି ସପ୍ତାହ ବିଳମ୍ବରେ ଅର୍ଥାାତ ଫେବୃୟାରୀ ୮ରୁ ଆରମ୍ଭ ହେବ । ଏହି ଗ୍ରାଣ୍ଡସ୍ଲାମ…