Browsing Tag

Bahuda Yatra

ମହାବାହୁଙ୍କ ଭକ୍ତି ରସରେ ସିକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ଗତକାଲି ଭାବାବେଗ ପରିବେଶ ଦେଖିବାକୁ ମିଳିଥିଲା । ରଥଟଣା ଚାଲିଥିବା ବେଳେ ପ୍ରବଳ ବର୍ଷାରେ ସେବାୟତଙ୍କ ସହିତ ଓଦା ହୋଇ ମହାପ୍ରଭୁଙ୍କ ଭକ୍ତି ରସରେ ମଜି ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ପ୍ରବଳ ବର୍ଷାରେ ସେବାୟତଙ୍କ ସହ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା , ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ- ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । କଡା କୋଭିଡ କଟକଣାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଳନ ହେଉଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଶ୍ରୀସୁଦର୍ଶନ, ପ୍ରଭୁ ବଳବଦ୍ର, ଦେବୀ ସୁଭଦ୍ରା ଓ…