Browsing Tag

Baijayant Panda

ଓଡିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ସବୁ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର – ସବୁ ସୀମା ଟପିଯାଇଛନ୍ତି ବୈଜୟନ୍ତ ପଣ୍ଡା । ଶେଷରେ ସେ ଓଡିଶାକୁ ପାକିସ୍ତାନ ସହ ତୁଳନା କରିବାକୁ କୁଂଠାବୋଧ କରିନାହାନ୍ତି । ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଫସିଥିବା ଓଟିଭି ସାମ୍ବାଦିକଙ୍କୁ ବଂଚାଇବାକୁ ବୈଜୟନ୍ତ ପଣ୍ଡା ଏଭଳି ଅରୁଚିକର…