Browsing Tag

Berhampur ITI

ମନ ମୋହିବ ରାଜ୍ୟର ପ୍ରଥମ ଗ୍ରାସ୍ ପାର୍କ

ଘାସରେ ତିଆରି ଠେକୁଆ, ଜିରାଫ୍, ହାତୀ, ବାଘ, ଗାଈ, ମୟୂର, ଘୋଡ଼ା ଓ ଛୁଆକୁ ସ୍ନେହ କରୁଥିବା ମାଆର ପ୍ରତିକୃତି। ଦେଖିଲେ ଲାଗିବ ଜୀବନ୍ତ, ସତେ ଯେମିତି ଘାସ ତାର ସବୁଜିମାରେ ଏସବୁକୁ ନିଜ ଭିତରେ ଲୁଚାଇ ରଖିବାକୁ ପ୍ରୟାସରତ। ତେବେ ଏହା ସତସତିକା ଘାସ ନୁହେଁ, କୃତ୍ରିମ ଘାସରେ ତିଆରି ବିଭିନ୍ନ…

ଶିଳ୍ପ ତାଲିମ- ନିଆରା କୌଶଳ ପ୍ରୟୋଗ ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର:  ଦଶମ ଅଥବା ଯୁକ୍ତ ଦୁଇ ପାସ୍ କରି ମଧ୍ୟ ଜଣେ ବୈଷୟିକ ଶିକ୍ଷା ସହଜ, ସୁବିଧାରେ ପାଇପାରିବ। ଦକ୍ଷ ମାନବ ସମ୍ବଳ ଭାବେ ତାଲିମପ୍ରାପ୍ତ ହୋଇ ସ୍ବନିୟୋଜିତ ହୋଇପାରିବ। ଆତ୍ମନିର୍ଭରଶୀଳ ହୋଇ ନିଜେ ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ଆୟ ଉପାର୍ଜନର ସୁବିଧା ଦେଇପାରିବ। ଏହି ଲକ୍ଷ୍ୟରେ…