Browsing Tag

Berhampur Police

ବ୍ରହ୍ମପୁର ପୋଲିସର ପୌର ନିର୍ବାଚନ ମିଶନ୍… ଶାନ୍ତିପୂର୍ଣ୍ଣ ଓ ସୂଚାରୁ ରୂପେ ସାରିବାକୁ ଲକ୍ଷ୍ୟ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ସରିଗଲା। ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରୂପେ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ, ଗଣତି ଆଦି ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୋଲିସ। ଯଦିଓ ଜିଲ୍ଲାର ଅପେକ୍ଷାକୃତ କମ୍ ସଂଖ୍ୟକ ଗ୍ରାମ…

ବ୍ରହ୍ମପୁର ପୋଲିସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହୋଇଛି ଆନ୍ତର୍ଜାତିକ ମହିଳା ଦିବସ । ବ୍ରହ୍ମପୁର ଆରଓ କ୍ୟାମ୍ପସରେ ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଦକ୍ଷିଣାଞ୍ଚଳ ଡିଆଇଡି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ସବୁ ମହିଳା…

ବ୍ରହ୍ମପୁର ପୋଲିସକୁ ବଡ ସଫଳତା, ବିଭିନ୍ନ ଘରୁ ଚୋରି କରୁଥିବା ୨ ଲୁଟେରା ଗିରଫ, ବହୁ ଚୋରି ସାମଗ୍ରୀ ଜବତ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ବ୍ରହ୍ମପୁର ସହର ଓ ଗୋପାଳପୁରର ଅଂଚଳର ବିଭିନ୍ନ ଘରୁ ଗତ ଏକ ବର୍ଷ ଧରି ବିଭିନ୍ନ ଚୋରି ଡକାୟତି କରୁଥିବା ଚୋର ଦଳକୁ ଧରିଛି ବ୍ରହ୍ମପୁର ପୋଲିସ । ଏମାନେ ବ୍ରହ୍ମପୁରର ବିଭିନ୍ନ ସାହି ଓ ଗୋପାଳପୁର ଅଂଚଳରୁ ତୋରି କରୁଥିଲେ ବୋଲି ଏସପି ପିନାକ…

ବ୍ରହ୍ମପୁରରେ ଆଇପିଏଲ ବେଟିଂ ରାକେଟ୍ ଠାବ, ୨ ଗିରଫ, ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ୍ ଜୁଆ ଆଡ୍ଡା ଉପରେ ଚଢାଉ ଚାଲିଥିବା ବେଳେ ରେଶମ ନଗରୀ ବ୍ରହ୍ମପୁରରେ ଏକ ଆଇପିଏଲ୍ ବେଟିଂ ରାକେଟ୍ ଠାବ କରିଛି ପୋଲିସ । ରାକେଟ ଚଳାଉଥିବା ଗ୍ୟାଙ୍ଗ୍‌ର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମପୁର ହାଉସିଂ ବୋର୍ଡର…