Browsing Tag

Bihar Assembly Elections 2020

ବିହାରରେ ବାମପନ୍ଥୀ ଦଳଗୁଡିକର ଏଥର ଭଲ ପ୍ରଦର୍ଶନ, ୧୦ରୁ ଅଧିକ ଆସନରେ ଆଗୁଆ

ପାଟନା – ବିହାର ବିଧାନସଭା ନିର୍ବାଚନରେ ମହାମେଂଟରେ ସାମିଲ ଥିବା ବାମପନ୍ଥୀ ଦଳଗୁଡିକ ପୂର୍ବାପେକ୍ଷା ବେଶ ଭଲ ପ୍ରଦର୍ଶନ କରିବା ଭଳି ଲାଗୁଛି । ଆରଜେଡି ନେତୃତ୍ୱାଧିନ ମହାମେଂଟରେ ସିପିଆଇ ( ଏମଏଲ୍ ) , ସିପିଏମ ଓ ସିପିଆଇ ରହିଛନ୍ତି । ଏସବୁ ଦଳ ମିଶି ଏଥର ନିର୍ବାଚନରେ ୨୯ଟି ଆସନରେ…

ବିହାର ଜନାଦେଶ : ଏନଡିଏ ଓ ମହାମେଂଟ ମଧ୍ୟରେ କଡା ଟକ୍କର

ପାଟନା – ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଉଭୟ ଏନଡିଏ ଓ ମହାମେଂଟ ମଧ୍ୟରେ କଡା ମୁକାବିଲା ଚାଲିଛି । ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ହେଲା ୧୨୨ । ଶେଷ ଖବର ସୁଦ୍ଧା ମିଳିଥିବା ଟ୍ରେଣ୍ଡ୍ ଅନୁସାରେ…

ବିହାର ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ , ଫଳାଫଳ ଉପରେ ସାରା ଦେଶର ନଜର, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର…

ପାଟନା – କୋରୋନା କାଳରେ ଭାରତରେ ହୋଇଥିବା ପ୍ରଥମ ବଡ ଧରଣର ନିର୍ବାଚନର ଆଜି ଭୋଟ୍ ଗଣତି । ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନର ଆଜି ମତଗଣନା ଆରମ୍ଭ ହୋଇଛି । ଜେଡିୟୁ ନେତୃତ୍ୱାଧୀନ ଏନଡିଏ ଓ ଆରଜେଡି ନେତୃତ୍ୱାଧୀନ ମହାମେଂଟ ମଧ୍ୟରେ ଲଢେଇରେ ଭୋଟର…

ବିହାର ନିର୍ବାଚନ ଫଳାଫଳ : ସତ ହେବ କି ଏକଜିଟ୍ ପୋଲ୍ ଆକଳନ?

ନୂଆଦିଲ୍ଲୀ - ଆଉ ଦିନକ ପରେ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । ମଙ୍ଗଳବାର ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ କାହା ସପକ୍ଷରେ ଯିବ ସେନେଇ ବିହାରର ଜନତା ତଥା ସବୁ ରାଜନୈତିକ ଦଳଙ୍କ ଉତ୍କଣ୍ଠା ବଢିଯାଇଛି । ଏନ୍ଡିଏ ସମର୍ଥିତ ନୀତିଶ କୁମାର ପଦ ବଜାୟ ରଖିବେ ନା ଲାଲୁ…

ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ, ୧୦ ତାରିଖର ଗଣତିକୁ ଅପେକ୍ଷା , କିଛି ଏକଜିଟ୍ ପୋଲ୍ ଅନୁସାରେ ବିରୋଧୀ…

ପାଟନା – ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ସ୍ଥାନରେ ମତଦାନ ହୋଇଛି । ମତଦାନ ପ୍ରତିଶତ ସଂଧ୍ୟା ୬ଟା ସୁଦ୍ଧା ୫୪ ପ୍ରତିଶତ ଦଶମିକ ୬୩ ପ୍ରତିଶତ ରହିଛି । ୧ ହଜାର ୨୦୪ ପ୍ରାର୍ଥୀଙ୍କ ରାଜନୈତିକ…

ବିହାର ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ୍ ଜାରି, ୭୮ଟି ଆସନରେ ମତଦାନ, ୧ ହଜାର ୨୦୪ ପ୍ରାର୍ଥୀଙ୍କ ହେବ…

ପାଟନା – ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସ ନେରେଭାଟ୍ ନିଆଯାଉଛି । ଏହି ପର୍ଯ୍ୟାୟରେ ୨ କୋଟି ୩୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ୧ ହଜାର ୨୦୪ ଜଣ ପ୍ରାର୍ଥୀଙ୍କ…