Browsing Tag

Biju Babu

ବିଜୁବାବୁଙ୍କୁ ଇଣ୍ଡୋନେସିଆ ସରକାରଙ୍କ ସମ୍ମାନ, ଦୂତାବାସର ଏକ କକ୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ନାମିତ

ନୂଆଦିଲ୍ଲୀ - ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ସରକାରଙ୍କ ସମ୍ମାନ । ବିଜୁବାବୁଙ୍କ ନାଁରେ ନାମିତ ହେଲା ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନର ସ୍ମୃତି ପାଇଁ ଏହି ପଦକ୍ଷେପ ନେଇଛନ୍ତି ସେ ଦେଶର…