Browsing Tag

Biju Swasthya Kalyan Yojana

ଉତ୍ତମ ସ୍ୱାସ୍ଥ୍ୟଠାରୁ ବଡ ସମ୍ପଦ କିଛି ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇବା ପରେ ମାଲକାନଗିରିର ମାଆମାନଙ୍କ ମୁହଁରେ ସୁରକ୍ଷା ଓ ଆତ୍ମସନ୍ତୋଷର ହସ ଫୁଟିଛି । ଏହିହସ ତାଙ୍କୁ ସବୁଠୁ ଆନନ୍ଦ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ସମସ୍ତେ ସୁସ୍ଥ ରହିବା ସେ ଚାହାନ୍ତି…

ମାଲକାନଗିରିରୁ ନବୀନ ଆରମ୍ଭ କଲେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ: ମହିଳାମାନଙ୍କୁ ପ୍ରାଧାନ୍ୟ

ଭୁବନେଶ୍ୱର: ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା…

ଚିକିତ୍ସା ପାଇଁ ଲୋକେ ଜମି ବିକିବା ଓ ପିଲାଙ୍କ ପାଠପଢା ବନ୍ଦ କରିବା ଦୁଃଖଦାୟକ : ମୁଖ୍ୟମନ୍ତ୍ରୀ

ମାଲକାନଗିରି – ମାଲକାନଗିରିରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଚିକିତ୍ସା ପାଇଁ ଲୋକେ ଜମି ବିକନ୍ତି ଓ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ କରିଦିଅନ୍ତି । ଏଭଳି ଘଟଣା ତାଙ୍କୁ ଭାରି ଦୁଃଖ ଦିଏ ବୋଲି ନବୀନ କହିଛନ୍ତି । ଲୋକଙ୍କ…