Browsing Tag

BJD

ପିପିଲିରେ ବିଜେଡିର ବିଜୟରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି : କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି…

ଭୁବନେଶ୍ୱର - ପିପିଲି ଆସନରେ ବିଜେଡିର ପୁଣି ଥରେ ବିଜୟ ପରେ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପିପିଲି ଜନାଦେଶରୁ ଆଗାମୀ ପଂଚାୟତ ନିର୍ବାଚନର ରୂପରେଖ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁଖ୍ୟମନ୍ତ୍ରୀ ଦେଇଥିବା…

ପିପିଲି ଆସନରେ ପୁଣି ବିଜେଡିର ବାଜିମାତ୍‌, ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ଜିତିଲେ ରୁଦ୍ରପ୍ରତାପ ମହାରଥୀ

ପିିପିଲି - ପିପିଲି ଆସନ ବଜାୟ ରଖିଛି ବିଜେଡି । ଉପନିର୍ବାଚନରେ ବାଜି ମାରିନେଇଛନ୍ତି ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୧ ହଜାର ଭୋଟରେ ହରାଇଛନ୍ତି ରୁଦ୍ର । ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି…

ପିପିଲି ଉପନିର୍ବାଚନ ଫଳ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ହିଁ ଦଳ ପାଇଁ ଆଣିଲା ଆଉ ଏକ ବିଜୟ

ପିପିଲି - ପୁଣି ଥରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି…

ପିପିଲି ରାଜନୀତି : ଗତ ୫ଟି ନିର୍ବାଚନରେ ବିଜେଡିର ବାଜିମାତ୍ , ୧୯୯୫ରେ ଶେଷଥର ପାଇଁ ଜିତିଥିଲା କଂଗ୍ରେସ

ପିପିଲି - ପୁରୀ ଜିଲ୍ଲାର ପିପିଲି ହେଉଛି ରାଜ୍ୟର ୧୧୦ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ । ପିପିଲି ଓ ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ହୋଇଛି ଏହି ନିର୍ବାଚନ ମଣ୍ଡଳୀ । ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ୫ଟି ବିଧାନସଭା ନିର୍ବାଚନରେ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଆସିଛନ୍ତି ପିପିଲି ଭୋଟର୍…

ପିପିଲି ଭୋଟ୍ ଗଣତିି : ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୧ ହଜାର ୪୦୬ ଭୋଟରେ ଆଗୁଆ

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରପ୍ରତାପ ୪ ହଜାର ୫୫ ଭୋଟ୍ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୨ ହଜାର ୬୪୯…