ଏମ୍କେସିଜିକୁ ନେଇ ତୁଚ୍ଛ ରାଜନୀତି କରୁଛନ୍ତି ବିରୋଧୀ
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ବିଜେପି ଓ କଂଗ୍ରେସର ତୁଚ୍ଛ ରାଜନୀତି ପଦାରେ ପଡ଼ିଛି। ତଥାକଥିତ ଡାକ୍ତରଙ୍କ ଅଭାବ, ବିଭିନ୍ନ ବିଭାଗ ଓ ଉପକରଣ ଅଚଳ ହେବା, ଦ୍ବିତୀୟ ଫାଟକ ନଖୋଲିବା ଆଦି ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଶେଷ କରି…