Browsing Tag

BJD

ଏମ୍‌କେସିଜିକୁ ନେଇ ତୁଚ୍ଛ ରାଜନୀତି କରୁଛନ୍ତି ବିରୋଧୀ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ବିଜେପି ଓ କଂଗ୍ରେସର ତୁଚ୍ଛ ରାଜନୀତି ପଦାରେ ପଡ଼ିଛି। ତଥାକଥିତ ଡାକ୍ତରଙ୍କ ଅଭାବ, ବିଭିନ୍ନ ବିଭାଗ ଓ ଉପକରଣ ଅଚଳ ହେବା, ଦ୍ବିତୀୟ ଫାଟକ ନଖୋଲିବା ଆଦି ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଶେଷ କରି…

ପୁଣି ବ୍ରଜରାଜନଗର ଦଖଲ ଟାର୍ଗେଟରେ ବିଜେଡି: ଅଳକାଙ୍କୁ ଦେଖି ଲୋକେ ଉତ୍ସାହିତ

ଝାରସୁଗୁଡା : ପୁଣି ନିଜ ଗଡ ଦଖଲ ଲକ୍ଷ୍ୟରେ ବିଜେଡି। ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାତ କରିବାକୁ ଦଳ ପୁରା ଦମରେ ମଇଦାନକୁ ଓହ୍ଲାଇଲାଣି। ଦିବଂଗତ ନେତା କିଶୋର ମହାନ୍ତିଙ୍କ ଏହି ଆସନକୁ ପୁଣି ଥରେ ହାତେଇବାକୁ ଦଳ ଜବରଦସ୍ତ ରଣନୀତି ପ୍ରସ୍ତୁତ କରି ପ୍ରଚାରକୁ ଜୋରଦାର କଲାଣି। ଏଥିପାଇଁ…

ଗଞ୍ଜାମ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା: ୧୪ ପୌରାଞ୍ଚଳରେ ଜିତି ଦେଲା ନାରୀ ସଶକ୍ତୀକରଣ ବାର୍ତ୍ତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁର ଉପାଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି ବିଜେଡିର ସୁଚିତ୍ରା ପଣ୍ଡା। ଜିଲ୍ଲାରେ ନାରୀ ସଶକ୍ତୀକରଣର ନଜିର ସୃଷ୍ଟି କରିଥିବା ଆସିକା ଏନ୍‌ଏସିରେ ବ୍ଲକ୍‌ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ତଥା ପୌର ଅଧ୍ୟକ୍ଷା ପଦ ପରେ ଉପାଧ୍ୟକ୍ଷା…

ଗଜପତି: ନିର୍ବାଚନ ସେମିଫାଇନାଲ ଲଢ଼େଇରେ ଚାମ୍ପିଅନ୍ ବିଜେଡି

ପାରଳାଖେମୁଣ୍ଡି: ପ୍ରଥମେ ପଞ୍ଚାୟତ ଭୋଟ ଓ ପରେ ପୌର ଭୋଟ... ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିକଟରେ ଅନୁଷ୍ଠିତ ଏହି ଦୁଇ ଭୋଟ ଲଢେଇକୁ ସେମିଫାଇନାଲ୍ ଭାବେ ବିବେଚନା କରାଯାଉଛି। ଆଉ ଏଥିରେ ବେଶ୍ ଦମଦାର ବିଜୟ ସହ ନିଜକୁ ଚାମ୍ପିଅନ୍ ଭାବେ ଉପସ୍ଥାପିତ କରିଛି ବିଜେଡି। ଗତ ସାଧାରଣ…

ଇତିହାସ ରଚିଲା ରଂଗେଇଲୁଣ୍ଡା ବ୍ଲକ, ପ୍ରଥମ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହେଲେ ବ୍ଲକ ଅଧ୍ୟକ୍ଷ

ଗୋପାଳପୁର- ଇତିହାସ ରଚିଲା ଗୋପାଳପୁର ରଂଗେଇଲୁଣ୍ଡା ବ୍ଲକ । ପ୍ରଥମ ଥର ପାଇଁ ବ୍ଲକ ଅଧ୍ୟକ୍ଷ ଏଠାରେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ।ଅଧ୍ୟକ୍ଷା ଭାବେ ଉଷାରାଣୀ ଲଗାତର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି । ଗୋପାଳପୁର ବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସ‍ଂପୂଣ୍ଣ ଆସ୍ଥା ପ୍ରକଟ କରିଛନ୍ତି…

ସୁବାସ ସିଂ କଟକ ଓ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବେ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର -କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ସେହିପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇ ହେବେ ମେୟର ପ୍ରାର୍ଥୀ । ସେ ଗଞ୍ଜାମ ଜିଲ୍ଲାର ମହିଳା ବିଜେଡି ର ସଭାନେତ୍ରୀ ଅଛନ୍ତି ।