Browsing Tag

BJP

ପଞ୍ଚାୟତ ପରାଜୟ ପରେ… ପୌର ଭୋଟ୍ ବେଳେ ବିରୋଧୀ ଶିବିରରେ ନିରବତାର ଛାଇ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନର ତାତି ଆରମ୍ଭ ହେଲାଣି। ଗାଁ ପରେ ଏବେ ସହରୀ ରାଜନୀତି ଗରମ ହେଲାଣି। ନାମାଙ୍କନ ଦାଖଲ ସରିଥିବାରୁ ପ୍ରାର୍ଥୀ ବି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ…

ଗଜପତି: ବିଜେପି, କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡି

ପାରଳାଖେମୁଣ୍ଡି: ପ୍ରାୟ ତିନି ବର୍ଷ ତଳେ ଯେତେବେଳେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ସେତେବେଳେ ଏମିତି କିଛି ରାଜନୈତିକ ପରିସ୍ଥିତି ଥିଲା ଯେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ହାତକୁ ଯାଇଥିଲା। ସ୍ଵଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେଡି…

ପଞ୍ଚାୟତ ଫଇସଲାରେ ଶୋଚନୀୟ ପରାଜୟ ପରେ… ଧର୍ମନ୍ଦ୍ରେଙ୍କ ନେତୃତ୍ବ ଉପରେ ଉଠିଲା ପ୍ରଶ୍ନ, ଗେରୁଆ ଶିବିରରେ ଚାପା…

ଭୁବନେଶ୍ବର : ଶଙ୍ଖନାଦରେ ପଦ୍ମନାଡ ଭାଙ୍ଗି ଅତଳ ସାଗରରେ ରସାତଳଗାମୀ ହୋଇଯାଇଛି। ପୂର୍ବରୁ ଉତ୍ତର ଏବଂ ଦକ୍ଷିଣରେ ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ବି ଶଙ୍ଖନାଦ ଶୁଭିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ଓଡିଶାର ଜନସାଧାରଣଙ୍କ ଠାରୁ…

ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ନେଇ ପୂର୍ବାନୁମାନ, ମିଳିପାରେ ୭୫୦ରୁ ଅଧିକ ଆସନ

ଭୁବନେଶ୍ୱର- ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନ ର କାଲିଠାରୁ ପ୍ରକାଶ ପାଇବ ଫଳାଫଳ । ୨୬ ତାରିଖରୁ ୨୮ ଯାଏ ହେବ ଭୋଟ ଗଣତି । ଫଳାଫଳକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ଏହାକୁ ନେଇ ଅନେକ ପୂର୍ବାନୁମାନ ପ୍ରକାଶ ପାଇଛି । ଚର୍ଚ୍ଚା ହେଉଛି ଯେ, ଶାସକ ବିଜେଡି…