ଭୁବନେଶ୍ବରରେ ବିଏସକେୱାଇର ଉପଯୋଗ ଏବଂ ହିତାଧିକାରୀଙ୍କ ମତାମତର ତର୍ଜମା କରିବ ବିଏମସି
ଭୁବନେଶ୍ଵର: ଓଡିଶା ସରକାରଙ୍କ ପ୍ରମୁଖ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ- ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ ) ର ସେବା ହିତାଧିକାରୀଙ୍କୁ ସୂଚାରୁ ରୁପେ ମିଳିବା ଏବଂ ଏହାର ଲକ୍ଷ୍ୟ ସାଧନକୁ ତ୍ବରାନ୍ବିତ କରିବା ପାଇଁ ଭୁବନେଶ୍ଵର ମହାନକର ନିଗମ ( ବି ଏମ୍ ସି ) କର୍ତ୍ତୃପକ୍ଷ…