Browsing Tag

BSKY Smart Health Card

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲାଭ ପାଇଲେ ଗରିବ ମହିଳା

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ଦ୍ବାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି…

ବିଜୁ ସ୍ଵାସ୍ଥ୍ୟ କାର୍ଡ ଦେଲା ନୂଆ ଜୀବନ: ଧନ୍ୟବାଦ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ଓ ବହୁମୁଖୀ ଜନକଲ୍ୟାଣ ସ୍କିମ୍ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା' ବା ସଂକ୍ଷୀପ୍ତରେ ବିଏସ୍‌କେୱାଇ ଭାବେ ରାଜ୍ୟର ଘରେ ଘରେ ପରିଚିତ ହୋଇସାରିଲାଣି। ଏଥିରୁ ଅନେକ ଲୋକ ବେଶ୍ ଉପକୃତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ…

ବିଏସକେୱାଇ ସ୍ମାର୍ଟ କାର୍ଡ ସେବାରେ ସାମିଲ ହେବେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା, ମୁଖ୍ୟମନ୍ତ୍ରୀ କରିବେ ସ୍ମାର୍ଟ…

ଭୁବନେଶ୍ୱର- ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେବେ ଆଉ ଦୁଇ ଜିଲ୍ଲା । କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡା ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

ନୟାଗଡରେ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ୯୯୫ କୋଟିର ପ୍ରକଳ୍ପ…

ଭୁବନେଶ୍ୱର- ନୟାଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ମାର୍ଟ କାର୍ଡ ଗରିବଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ତେଣୁ ଲୋକେ ସେ ଅର୍ଥ…

ବିଏସକେୱାଇ ସ୍ମାର୍ଟ କାର୍ଡ ପାଇବେ ନୟାଗଡ ଓ ଜଗତସିଂହପୁର ଜିଲ୍ଲା, ଭିସି ଜରିଆରେ ବଂଟନର ଶୁଭାରମ୍ଭ କରିବେ…

ଭୁବନେଶ୍ୱର- ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ସାମିଲ ହେବେ ଜଗତସିଂହପୁର ଓ ନୟାଗଡ ଜିଲ୍ଲା । ଦୁଇ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଜିଲ୍ଲାର ୨ ଲକ୍ଷ ୨୩ ହଜାର ୬୦ ପରିବାରକୁ…