Browsing Tag

Budget Session

ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର- ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦ ଯବାନ ଓ କୋରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କୋରୋନା ନିୟନ୍ତ୍ରଣରେ ରାଜ୍ୟର ଭୂମିକା ଦେଶରେ ପ୍ରଶଂସନୀୟ ବୋଲି ସେ ଅଭିଭାଷଣରେ…

ସାଧାରଣ ବଜେଟରୁ କ’ଣ ଆଶା ରଖିଛି ଓଡିଶା ?

ଭୁବନେଶ୍ୱର- ଏଥର କେନ୍ଦ୍ର ବଜେଟରୁ ଓଡିଶାର ଆଶା ଅଧିକ ରହିଛି । ରାଜ୍ୟ ଆଶା କରୁଛି ଯେ, ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର । ପ୍ରାକ୍ ବଜେଟ ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡିଶାର ୧୩ଟି ବିଭିନ୍ନ…

ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀ - ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍‌ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ବଜେଟ । ତେବେ କରୋନା ମହାମାରୀ ଯୋଗୁ ସମସ୍ତ କ୍ଷେତ୍ରରେ ପ୍ରଭାବ ପଡ଼ିଥିବାରୁ ଏହି ସ୍ଥିତି…