କ୍ୟାବିନେଟ ନିଷ୍ପତ୍ତି : ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ, ୫ ମହାନଗରର ପାଇଁ କାର୍ଯ୍ୟକାରୀ ହେବ ଜାଗା…
ଭୁବନେଶ୍ୱର – ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବ । ଏ ନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ୨୦୨୨ରୁ ଲାଗୁ ହେବ ସପ୍ତମ ବେତନ କମିଶନ ସୁପାରିଶ । ଏହା ଦ୍ୱାରା ୨୬ ହଜାର ଶିକ୍ଷକ, ଅଧ୍ୟାପତ ଓ ଅଣଶିକ୍ଷକ ଉପକୃତ ହେବେ…