ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରକ୍ରିୟା ଆରମ୍ଭ ପାଇଁ ଅନୁରୋଧ କରି ଲୋକସଭା ବାଚସ୍ପତିଙ୍କୁ ଚିଠ ଲେଖିଲେ ସାଂସଦ…
ଭୁବନେଶ୍ୱର- ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ପାଇଁ ଅନୁରୋଧ କରି ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଏକ ଫେକ୍ ଭାଇରାଲ୍ ଭିଡିଓ ଲିକ୍ କରାଯାଇ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରାଯାଉଛି କହି ଚନ୍ଦ୍ରାଣୀ ଓଟିଭି…