Browsing Tag

Chhattisgarh

ଛତିଶଗଡର ନାରାୟଣପୁରରେ ନକ୍ସଲ ଆକ୍ରମଣ, ଦୁଇ ଆଇଟିବିପି ଯବାନ ସହିଦ୍

ରାୟପୁର: ଛତିଶଗଡର ନାରାୟଣପୁରରେ ନକ୍ସଲ ଆକ୍ରମଣରେ ଦୁଇଜଣ ଆଇଟିବିପି ଯବାନ ସହିଦ ହୋଇଛନ୍ତି। ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୈନିକମାନଙ୍କଠାରୁ ନକ୍ସଲମାନେ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ୱାକି…