Browsing Tag

Chief Secretary Suresh Mohapatra

କ୍ୟାଟୋଗୋରୀ ଏ ଜିଲ୍ଲା ତାଲିକାରେ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର, କମ୍ ସଂକ୍ରମିତ ଜିଲ୍ଲାଗୁଡିକରୁ ହଟିଲା…

ଭୁବନେଶ୍ୱର – ଜୁଲାଇ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ସରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି । ଗ୍ରୀନ୍ ଜୋନ ଜିଲ୍ଲା ତାଲିକାରେ ଆଉ ତିନିଟି ଜିଲ୍ଲାକୁ ସାମିଲ କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ । ଏସବୁ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ କମ୍…

ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବୃଦ୍ଧି, କ୍ୟାଟୋଗୋରୀ ଏ ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର- ରାଜ୍ୟ ସରକାର ଜୁଲାଇ ମାସ ପାଇଁ କୋଭିଡ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । କ୍ୟାଟୋଗୋରୀ ଏ ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ଟାଯାଏଁ କଟକଣା କୋହଳ ହେବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଦୋକାନ…

ସାରା ପଶ୍ଚିମ ଓଡିଶା କରୋନା ମୁକ୍ତ ଅଭିମୁଖେ, ଦୁଇ ଅଙ୍କ ଭିତରେ ସବୁ ଜିଲ୍ଲା

ସମ୍ବଲପୁର : ସାରା ପଶ୍ଚିମ ଓଡିଶା ଏବେ କରୋନା ମୁକ୍ତ ଅଭିମୁଖେ । ଆଜି ସମଗ୍ର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ରହିଛି । ଏପରିକି ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ସବୁ ଠାରୁ…