Browsing Tag

China spacecraft lands

ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟି ନମୁନା ନେଇ ଫେରିଲା ଚୀନର ଚନ୍ଦ୍ରଯାନ

ବେଜିଂ - ଚୀନର ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟି ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚୀନର ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ 'ଚାଙ୍ଗ ଇ୫' ଗୁରୁବାର ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସିଜିୱାଙ୍ଗ ଅଞ୍ଚଳରେ ଅବତରଣ କରିଛି। 'ଚାଙ୍ଗ ଇ୫' ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ…