ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର- ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତାଙ୍କ ମତରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ବଢିଛି, ତାହା ସେମିତି ଅଧିକ ନୁହେଁ । ସେହି ଧାରାକୁ ଦେଖିଲେ, ଓଡିଶା ଭଲ ସ୍ଥିତିରେ ରହିଛି । ସମସ୍ତ ବର୍ଗର ଲୋକଙ୍କ…