Browsing Tag

COVID-19 3rd Wave

ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତାଙ୍କ ମତରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ବଢିଛି, ତାହା ସେମିତି ଅଧିକ ନୁହେଁ । ସେହି ଧାରାକୁ ଦେଖିଲେ, ଓଡିଶା ଭଲ ସ୍ଥିତିରେ ରହିଛି । ସମସ୍ତ ବର୍ଗର ଲୋକଙ୍କ…

୭୫ ଦିନ ଯାଏଁ ରାଜ୍ୟରେ ରହିବ ସମ୍ଭାବ୍ୟ ତୃତୀୟ ଲହରର ପ୍ରକୋପ, ଶୀର୍ଷ ସଂକ୍ରମଣ ୧୯ ହଜାର ଛୁଇଁପାରେ

ଭୁବନେଶ୍ୱର – ସମ୍ଭାବ୍ୟ ତୃତୀୟ ଲହର ଆସିଲେ ତାହାର ପ୍ରକୋପ ୭୫ ଦିନ ଯାଏଁ ରହିପାରେ । ତୃତୀୟ ଲହର ଶୀର୍ଷରେ ପହଂଚିଲାବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ରହିପାରେ । ପ୍ରତିଦିନ ହାରାହାରି ୧୦ ହଜାର ପଜିଟିଭ ବାହାରିପାରନ୍ତି । କେନ୍ଦ୍ରର ସତର୍କ କଲା ପରେ ଏଥିପାଇଁ ୨୦୨୨ ମାର୍ଚ୍ଚ ଯାଏଁ…

କୋରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ସ୍ୱାସ୍ଥ୍ୟ ବିଭାଗର ଦ୍ୱିତୀୟ ପର୍ଯ୍ୟାୟ…

ଭୁବନେଶ୍ୱର- କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜରୁରୀକାଳିନ ଭିତ୍ତିରେ କୋଭିଡ ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି କରିଛନ୍ତି । ସବୁ ଜିଲ୍ଲାପାଳଙ୍କୁ…

କୋରୋନାର ତୃତୀୟ ଲହର ପ୍ରଭାବ ଦ୍ୱିତୀୟ ଭଳି ହେବ ନାହିଁ : ଡିଏମଇଟି

ଭୁବନେଶ୍ୱର- କୋରୋନାର ତୃତୀୟ ଲହର ଆସିଲେ ବି ଏହାର ପ୍ରଭାବ ଦ୍ୱିତୀୟ ଲହର ଭଳି ହେବ ନାହିଁ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଯଦି ଭାଇରସ ରୂପ ବଦଳାଏ, ତାହା ହେଲେ ପ୍ରଭାବ ଅଧିକ ରହିପାରେ । ଯଦି ରୂପ ନ ବଦଳାଏ, ତାହା ହେଲେ ପ୍ରଭାବ ଏତେଟା ରହିବ ନାହିଁ ବୋଲି ଡିଏମଇଟି…

କୋରୋନାର ସମ୍ଭାବ୍ୟ ତୃତୀୟ ଲହର : କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର - ଯଦି କୋରୋନାର ତୃତୀୟ ଲହର ଆସେ , ତାହା ହେଲେ ସେପଟେମ୍ବର କି ଅକ୍ଟୋବର ମାସରେ ପିକ୍ ପିରିୟଡ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଡିମଏଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । କୋରୋନାର ତୃତୀୟ ଲହର ଆସିଲେ…

ଚେତାଇଲେ ଏମ୍‌ସ ନିର୍ଦ୍ଦେଶକ, ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ, ତୃତୀୟ ଲହରୀ ଲୋକଙ୍କ ଆଚରଣ ଉପରେ ନିର୍ଭର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ କମିନଥିବା ବେଳେ ତୃତୀୟ ଲହରୀର ସମ୍ଭାବ୍ୟ ବିପଦ ମଧ୍ୟରେ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଏବେ ଶେଷ ହୋଇନାହିଁ । ତୃତୀୟ ଲହରୀ ଆସିବ ନା ନାହିଁ ତାହା…

ରାଜ୍ୟରେ ସେତେଟା ପ୍ରଭାବ ପକାଇବ ନାହିଁ କୋରୋନାର ତୃତୀୟ ପ୍ରବାହ : ଆକ୍ରାନ୍ତ ହୋଇପାରନ୍ତି ୧୫ ପ୍ରତିଶତ ଶିଶୁ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସମ୍ଭାବ୍ୟ ତୃତୀୟ ଲହରୀ ସେତେଟା ପ୍ରଭାବ ପକାଇବା ଆଶଙ୍କା କମ୍ । କିନ୍ତୁ ତୃତୀୟ ପ୍ରବାହରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ଆଉ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…

କେବେ ଆସିବ କୋରୋନାର ତୃତୀୟ ଲହରୀ ?

ଭୁବନେଶ୍ୱର- ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବ କୋରୋନାର ତୃତୀୟ ଲହରୀ । ତେବେ ସରକାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଦ୍ୱିତୀୟ…