Browsing Tag

Covid-19 Guidelines

ସେପ୍ଟେମ୍ବର ପାଇଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି, ସପ୍ତାହାନ୍ତ ସଟ୍‌ଡାଉନ୍ ହଟିଲା, ରାତି ୧୦ ରୁ ସକାଳ ୫ଟା ନାଇଟ୍…

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନେଇ ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଆଜି ଏସ୍‌ଆରସି ପ୍ରଦୀପ କୁମାର ଜେନା ନୂଆ ଗାଇଡ୍‌ଲାଇନ୍ ଘୋଷଣା କରିଛନ୍ତି । ନୂଆ ଗାଇଡ୍‌ଲାଇନ୍ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧ ଯାଏଁ ଲାଗୁ ହେବ । ରାଜ୍ୟରେ ସଂକ୍ରମଣ…

ଅଗଷ୍ଟ ଗାଇଡଲାଇନ୍ : ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ୱର - ଅଗଷ୍ଟ ମାସ କୋଭିଡ ଗାଇଡଲାଇନ ଅନୁସାରେ ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲିବ । କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଲୋକେ ଖାଇପାରିବେ । ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପୂର୍ବଭଳି କଟକଣା ଜାରି ରହିବ । ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାରେ…

ଅଗଷ୍ଟ କୋରୋନା ଗାଇଡଲାଇନ, ଅପରାହ୍ନ ସାଢେ ୩ଟାରେ ଏସଆରସିଙ୍କ ପ୍ରେସମିଟ୍

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୩ଟାରେ ଏସଆରସି ପ୍ରଦୀପ ଜେନା ପ୍ରେସ ବିବୃତି ରଖିବେ । ଅଗଷ୍ଟ ମାସର କୋଭିଡ ଗାଇଡଲାଇନ ନେଇ ସେ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆଂଶିକ କଟକଣା ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇବାରେ…

ଆସନ୍ତାକାଲି ଆସିବ ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌, ସାମଗ୍ରିକ ଭାବେ କଟକଣା ଅଧିକ କୋହଳ ହେବା ସମ୍ଭାବନା

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଆସନ୍ତାକାଲି ଜାରି ହେବା ସମ୍ଭାବନା ରହିଛି । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ରାଜ୍ୟ ସରକାର ଆଉ କିଛି କଟକଣା କୋହଳ କରିବା ନେଇ ଚର୍ଚ୍ଚା ହେଉଛି । ସାମଗ୍ରିକ ସ୍ଥିତି ରପରେ ସମୀକ୍ଷା…

ଅପରାହ୍ନ ସାଢେ ୨ଟାରେ କୋଭିଡ ସ୍ଥିତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ତେଣୁ ଆଜି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଜି ଘୋଷଣା କରିବେ । ଆଜି ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ନୂଆ କୋଭିଡ…