Browsing Tag

Covid-19 Guidelines

କାଲିଠୁ ୧୦୦% ଦର୍ଶକ ଉପସ୍ଥିତି ସହ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ – ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଫେବୃୟାରୀ ୧ରୁ ସାରାଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବ । ଏନେଇ ଜାନୁୟାରୀ ୨୭ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ମଞ୍ଜୁରି ଦିଆଯାଇଥିଲା । ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍‌ଓପି) ଜାରି କରାଯାଇଛି । ଜାରି…

ଫେବ୍ରୁଆରୀ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ସ, ବାହାଘର, ଅନ୍ତ୍ୟେଷ୍ଟିରେ ୫ ଶହ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ…

ଭୁବନେଶ୍ୱର- ଫେବ୍ରୁଆରୀ ମାସ ପାଇଁ କୋଭିଡ-୧୯ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାର ସଂପର୍କିତ ସମାବେଶରେ ୫ ଶହ ଲୋକ ଯୋଗ ଦେଇପାରିବେ । ଆସନ୍ତାମାସ ପହିଲାରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ । କୋଭିଡ ଗାଇଡଲାଇନ ଅନୁସାରେ ପାଠପଢା ହେବ ।…

ଫେବ୍ରୁଆରୀ ମାସର କୋରୋନା ଗାଇଡଲାଇନ୍ସ : ସବୁ ପ୍ରକାର ପ୍ରଦର୍ଶନୀକୁ ଅନୁମତି, ସମସ୍ତଙ୍କ ପାଇଁ ଖୋଲାହେବ ସୁଇମିଂପୁଲ

ନୂଆଦିଲ୍ଲୀ- ଫେବ୍ରୁଆରୀ ମାସ ପାଇଁ ଜାରି ହୋଇଛି କେନ୍ଦ୍ରର କୋରୋନା ଗାଇଡଲାଇନ୍ସ । ନୂଆ ଗାଇଡଲାଇନ୍‌ସରେ ସବୁ ପ୍ରକାର ପ୍ରଦର୍ଶନୀକୁ ଅନୁମତି ଦିଆଯାଇଛି । ସର୍ବସାଧାରଣଙ୍କ ପାଇଁ ବି ଖୋଲିବ ସୁଇମିଂ ପୁଲ୍ । ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ । ଏଥିପାଇଁ ସୂଚନା…