Browsing Tag

covid-19 Odisha

୧୦୦ ତଳେ ଦୈନିକ କୋରୋନା ସଂକ୍ରମଣ,୮୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦୦ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ରହିଛନ୍ତି । ୪୯ ସଂଗରୋଧ କେନ୍ଦ୍ର ଓ ୩୪ ଜଣ ସ୍ଥାନୀୟ ଅଞ୍ଚଳର ରୁ ସଂକ୍ରମିତ ହୋଇଛନ୍ତି।…

ରାଜ୍ୟରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୨୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଂଚଳରୁ ୧୭୬ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଶିଶୁ ଓ କିଶୋର । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଓ କଟକରୁ ୪୦ ଆକ୍ରାନ୍ତ ଚିହ୍ନଟ…