Browsing Tag

COVID-19 Testing Van

ବ୍ରହ୍ମପୁର ରେ ଆଡଭାନ୍ସ କୋଭିଡ-୧୯ ଟେଷ୍ଟିଂ ଭ୍ୟାନ୍ ସେବା ଆରମ୍ଭ

ବ୍ରହ୍ମପୁର: ଓଡିଶା ସରକାର ଆଜି ବ୍ରହ୍ମପୁର ରେ ଅତ୍ୟାଧୁନିକ କୋଭିଡ-୧୯ ଟେଷ୍ଟିଂ ଭ୍ୟାନ୍ ସେବା ଆରମ୍ଭ କରିଛନ୍ତି । ଏହି ଭ୍ୟାନ୍ ଦ୍ବାରା ଦୁଆର ମୁହଁରୁ ସ୍ବାବ ନମୁନା ସଂଗ୍ରହ କରାଯାଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି ମୋବାଇଲ…