Browsing Tag

COVID-19 Vaccination Drive

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଥିବା ନେଇ ବିଏମସିର ସୂଚନା

ଭୁବନେଶ୍ୱର- ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ବିଏମସି ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁୁଦ୍ଧା ଟାର୍ଗେଟ ପୂରଣ ହୋଇଛି । ୨ଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ…

ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ – ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହେବ । କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ କେନ୍ଦ୍ର ତରଫରୁ ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନାର ଊର୍ଦ୍ଧ୍ୱମୁଖୀ ଗତି ମଧ୍ୟରେ ସମସ୍ତଙ୍କ ଟିକାକରଣ ପାଇଁ ଦାବି…

ରାଜ୍ୟରେ ଆଜି ୭୦୦ ଟିକାଦାନ କେନ୍ଦ୍ର ବନ୍ଦ, ଖୋଲିଛି ୭୭୫, ଆଜି ପହଂଚିବ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ

ଭୁବନେଶ୍ୱର- କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟକୁ ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ ଟିକା ଆସିବ । ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ର ଚାଲିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ଟିକାକରଣ ଆରମ୍ଭ…