Browsing Tag

COVID-19 Vaccination

କାଲିଠାରୁ ରାଜ୍ୟରେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ଅଭିଯାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ ।…

ବିନା ଛୁଂଚିରେ ଶିଶୁଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର – ଶିଶୁଙ୍କୁ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟରେ ବିନା ଛୁଂଚିରେ ଶିଶୁଙ୍କୁ ଟିକା ଦିଆଯିବ । ପିଲାମାନେ ଇଂଜେକସନକୁ ଡରୁଥିବାରୁ ବିନା ଛୁଂଚିରେ ସେମାନଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି…

୧୦୦ କୋଟି ଟିକାକରଣ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା: ମୋଦି

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତ ୧୦୦ କୋଟି ମାଇଲଖୁଣ୍ଟ ହାସଲ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ଯେ, ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଟିକା ଡୋଜର କଷ୍ଟସାଧ୍ୟ କିନ୍ତୁ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ଏହି ସଫଳତା…

୧୦୦ କୋଟି ଟିକାକରଣ ପାଇଁ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ…

ଭୁବନେଶ୍ୱର- ଭାରତରେ ୧୦୦ କୋଟି କୋଭିଡ ଟିକାକରଣ ହୋଇଛି । ଏଭଳି ଗୁୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବା ସହ ଟିକାକରଣ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ…

ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷରୁ ଅଧିକ ଟିକାକରଣ, ୨୪ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷ ୩୮ ହଜାର ୧୮୩ ଡୋଜ୍ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୨୨ ଲକ୍ଷ ଟିକା ଆହୁରି ମହଜୁଦ ରହିଛି ।…

କରୋନା‌ ବିରୋଧୀ ଲଢେ଼ଇରେ ଭାରତର ମାଇଲଖୁଣ୍ଟ, ୧୦୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଟିକାକରଣ ଅଭିଯାନ ଆଜି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଦେଶରେ ମୋଟ ଟିକାକରଣ ଆଜି ସକାଳ ୯.୪୮ ରେ ୧୦୦ କୋଟି ଟପିଛି । ଏହି ଐତିହାସିକ ସଫଳତା ସହ ଟିକାକରଣର ଭାରତ ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ…