Browsing Tag

COVID-19 Vaccination

ନୋଭାଭାକ୍ସର କୋଭିଡ୍ ଟିକା ୯୦ ପ୍ରତିଶତ ପ୍ରଭାବୀ

ନ୍ୟୁୟର୍କ: ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ନୋଭାଭକ୍ସ ସୋମବାର ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଏହା ଭୂତାଣୁର ବିଭିନ୍ନ ଭାରିଆଣ୍ଟ୍ ରୁ ମଧ୍ୟ ସୁରକ୍ଷା ଯୋଗାଇବ। ନୋଭାଭକ୍ସ ଟ୍ୱିଟ୍ କରି କହିଛି - ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଏହି ଟିକାର…

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିଏମସି ପକ୍ଷରୁ କାଲିଠାରୁ ୱାକ୍‌-ଇନ୍ ଟିକାକରଣ

କଟକ- ଅଧ୍ୟୟନ ପାଇଁ ବିଦେଶ ଗସ୍ତରେ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଦେଶରେ ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୱାକ୍ –ଇନ୍ ଟିକାକରଣ କାଲିଠାରୁ ଆରମ୍ଭ ହେବ ।…

ନବୀନଙ୍କ ଟିକା ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର- ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର୍‌ସ୍ତାବକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିକାକରଣ ମାମଲାରେ ରାଜ୍ୟଗୁଡିକୁ ଅଧିକ କ୍ଷମତା ସହ କେନ୍ଦ୍ରସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇବା ନେଇ ନବୀନଙ୍କ ପ୍ରସ୍ତାବକୁ…

କେନ୍ଦ୍ର ସରକାର କୋଭିଡ ଟିକା କିଣିବା ଉପରେ ସହମତି ସୃଷ୍ଟି ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର- କୋଭିଡ ଟିକାକରଣରେ ରାଜ୍ୟଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ସୁରୁଖୁରୁରେ ଟିକାକରଣ ସଂପାଦନ କରିବା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣିବା ଦରକାର । ଏ ବାବଦରେ ସହମତି ସୃଷ୍ଟି କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି…