ଆଜି କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ମିଳିପାରେ ଚୂଡାନ୍ତ ଅନୁମୋଦନ
ନୂଆଦିଲ୍ଲୀ - ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକ୍ର ‘କୋଭାକ୍ସିନ’ ଟିକାର ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ମଞ୍ଜୁରି ଦେବାକୁ ସୁପାରିସ୍ କରିଛି । ଆଜି ଏହି ଦୁଇ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କ ଠାରୁ ଚୂଡ଼ାନ୍ତ ଅନୁମୋଦନ ମିଳିବା…