Browsing Tag

COVID-19 Vaccine

କାନପୁର: ଦୁଇ ବର୍ଷର ପିଲାକୁ ଦିଆଗଲା କୋଭାକ୍ସିନ ଟିକା

ଲକ୍ଷ୍ନୌ: ଦେଶରେ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ରୁ ୬ ବର୍ଷ ବୟସର ୫ ଜଣ ପିଲାଙ୍କୁ ଟିକା ଦିଆଯାଇଛି। ପ୍ରଥମ ଥର ପାଇଁ ଦୁଇ ବର୍ଷ ଆଠ ମାସର ଏକ ଶିଶୁ ଉପରେ ମଧ୍ୟ ଏହି ଟିକାର ପରୀକ୍ଷଣ କରାଯାଇଛି। କାନପୁର ଗ୍ରାମାଞ୍ଚଳରେ ଜଣେ ଘରୋଇ…

ଡବ୍ଲ୍ୟୁଏଚ୍‌ଓ ସହ ଭାରତ ବାୟୋଟେକ୍‌ର ବୈଠକ ଆଜି, କୋଭାକ୍ସିନ ଟିକାକୁ ମିଳିପାରେ ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋଭାକ୍ସିନ’କୁ ଶୀଘ୍ର ସ୍ୱୀକୃତି ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) । କୋଭାକ୍ସିନ ପାଇଁ ଭାରତ ବାୟୋଟେକ୍ ଦ୍ୱାରା ଦାଖଲ କରାଯାଇଥିବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ)କୁ ଡବ୍ଲ୍ୟୁଏଚ୍‌ଓ ଗ୍ରହଣ…

ରାଜ୍ୟରେ ଆଜିଠୁ କ୍ୟାଂପେନ ମୋଡରେ ଟିକାକରଣ : ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କ୍ୟାଂପେନ ମୋଡରେ ହେବ ଟିକାକରଣ । ଦେନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦର ୫ଟି କେନ୍ଦ୍ରରେ ହେବ ଟିକାକରଣ । ପୌର ପରିଷଦର ୧୦ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ମହାନଗର ନିଗମର ୨୦ଟି…

ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି ।…