କରୋନା ଅପଡେଟ୍: ଭାରତରେ ୪,୫୭୫ ନୂଆ ମାମଲା, ୧୪୫ ମୃତ
ନୂଆଦିଲ୍ଲୀ: ଭାରତରେ ବୁଧବାର କରୋନାର ୪,୫୭୫ ମାମଲା ରିପୋର୍ଟ ହୋଇଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୨୯,୭୫,୮୮୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬,୯୬୨କୁ ହ୍ରାସ ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଧବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା…