Browsing Tag

COVID Recovery in Odisha

ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ପାର, କୋରୋନା ଯୋଦ୍ଧାଙ୍କୁ ସଫଳତାର ଶ୍ରେୟ ଦେଲେ…

ଭୁବନେଶ୍ୱର - କୋରୋନା ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ହଜାର ହଜାର କୋରୋନୀ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ…

ରାଜ୍ୟରେ ଦିନକରେ ୩ ହଜାର ୪୪୩ କୋରୋନା ରୋଗୀ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ରେକର୍ଡ ୯୫୧ ସୁସ୍ଥ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ସୁସ୍ଥ ହୋଇଛନ୍ତି ୩ ହଜାର ୪୪୩ କୋରୋନା ରୋଗୀ । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ରେକର୍ଡ ୯୫୧ ଜଣ ରୋଗୀ । କଟକରୁ ୨୫୧, ମୟୂରଭଂଜରୁ ୨୧୩, ଭଦ୍ରକରୁ ୧୬୪ ,ଢେଙ୍କାନାଳରୁ ୧୬୧ , ରାୟଗଡାରୁ ୧୫୪ ଓ ଗଂଜାମରୁ ୧୪୮ ସୁସ୍ଥ ହୋଇଛନ୍ତି । ଯାଜପୁରରୁ…

ରାଜ୍ୟରେ ୨ ହଜାର ୫୦୩ କୋରୋନା ରୋଗୀ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୬୭ ହଜାର ପାର

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ହଜାର ୫୦୩ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୭ ହଜାର ୮୨୬ରେ ପହଂଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସବୁଠୁ ଅଧିକ ୩୬୯ ଜଣ ସୁସ୍ଥ ହୋଇଥିଲା ବେଳେ କଟକରୁ ୨୮୧ ଓ ଗଂଜାମରୁ ୨୦୪…