Browsing Tag

COVID Vaccine

ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଜାରି ହୋଇଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ୧୮ ବର୍ଷରୁ ଅଧିକ ବୟସର କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ତାହା ରାଜ୍ୟ ସରକାରମାନେ ନିର୍ଣ୍ଣୟ କରିବେ । ରାଜ୍ୟର ଲୋକସଂଖ୍ୟା,…

ରାଜ୍ୟକୁ ଟୀକା ଆସିଲେ ହିଁ ରାଜଧାନୀର ଘରୋଇ ହସପିଟାଲଗୁଡିକୁ ମିିଳିବ : ବିଏମସି କମିଶନର

ଭୁବନେଶ୍ୱର- ଏବେ ରାଜ୍ୟରେ ଟୀକାର ଅଭାବ ରହିଛି । ଟୀକା ଆସିଲେ ରାଜଧାନୀର ଘରୋଇ ହସପିଟାଳଗୁଡିକୁ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଆଗରୁ ରାଜଧାନୀର ୩୧ଟି ଘରୋଇ ହସପିଟାଲକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିଲା । ମାତ୍ର ଏ…

ଘରୋଇ ହସ୍ପିଟାଲ ପାଇଁ କୋଭିଡ୍ ଟିକା ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଡୋଜ୍ ପିଛା ଲାଗିବ ୨୫୦ ଟଙ୍କା

ନୂଆଦିଲ୍ଲୀ – ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଦର ଧାର୍ଯ୍ୟ କରିଛନ୍ତି ସରକାର । ସର୍ଭିସ୍ ଚାର୍ଜ ସହ ଟିକା ଡୋଜ୍ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହା ଆଜି ସ୍ପଷ୍ଟ କରାଯାଇଛି । ଭାରତରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି ।…