Browsing Tag

Cuttack

କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କଟକ ସହରରେ ଏପ୍ରିଲ ୬ରୁ ଲାଗୁ ହେବ ନୂଆ କୋଭିଡ କଟକଣା

କଟକ - କୋରୋନା ସଂକ୍ରମଣ ବଢୁଥିବା ବେଳେ କଟକ ମହାନଗର ନିଗମ ଏହାର ନିୟନ୍ତ୍ରଣ ନେଇ ତତ୍ପର ହୋଇ ଉଠିଛି । ଏହିମାସ ୬ ତାରିଖରୁ କଟକରେ ଲାଗୁ ହେବା ନୂଆ କୋଭିଡ କଟକଣା । କୋରୋନା ସଂକ୍ରମଣ ଦୃଷ୍ଟିରୁ କଟକ ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍ । କାର୍ଯ୍ୟକ୍ରମ, ସମାବେଶ, ସମ୍ମିଳନୀ ଓ…

କଟକ ସନ୍ ହସପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କଟକ- ସ୍ଥାନୀୟ ସନ୍ ହସପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୈନି । ହସପିଟାଲ ସାମୟିକ ଭାବେ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାସ ୧ ତାରିଖରେ ସନ ହସପିଟାଲରେ ନିଆଁ ଲାଗିଯାଇଥିଲା । ହସପିଟାଲର ପଂଚମ ମହଲାରେ ନିଆଁ ଲାଗିଯାଇଥିଲା । ବେଆଇନ…

ହଜାରେରୁ ଅଧିକ ପ୍ଲାଜମାଫୋରେସିସ ପ୍ରକ୍ରିୟା ସଂପୂର୍ଣ୍ଣ ପାଇଁ ଏସସିବି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଏକ ହଜାର ପ୍ଲାଜମାଫେରେସିସ ପ୍ରକ୍ରିୟା ସଂପୂର୍ଣ୍ଣ କରିଥିବାରୁ କଟକ ଏସସିବି ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଏସସିବି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କୋରୋନା ବିରୋଧୀ ଲଢେଇକୁ ପ୍ଲାଜମା ଥେରାପି ସଶକ୍ତ…

କଟକ ଓ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍‌

କଟକ- କଟକରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବଢିବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ । ହୋଟେଲ, ମଣ୍ଡପ, କ୍ଲବରେ ଡିସେମ୍ବର ୩୧ ତାରିଖରେ ଭିଡ ଜମାଇବାକୁ ମନା କରିଛି ସିଏମସି । ଲୋକେ ଘରେ ରହି ନୂଆ ବର୍ଷ…