Browsing Tag

Cyclone Tauktae

ଲ୍ୟାଣ୍ଡଫଲ୍ ପରେ ‘ତୌକତେ’ ଦୁର୍ବଳ, ଗୁଜରାଟରେ ୪ ମୃତ

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତୌକତେ’ ସୋମବାର ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ପରେ ଏହି ସାମୁଦ୍ରିକ ଝଡ଼ର ତୀବ୍ରତା ହ୍ରାସ ପାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ…

ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ତୌକତେ’, ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକଙ୍କୁ…

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସୋମବାର ସକାଳେ ଏହା ଆହୁରି ଶକ୍ତିଶାଳୀ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଏବେ ଏହି ଝଡ଼ର ତୀବ୍ରତା ବୃଦ୍ଧି ପାଇଛି ଏବଂ…