ବାରଘରର ବିକାଶ ନକ୍ସା ଆଙ୍କିଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ତିନି ବର୍ଷ ତଳର କଥା। ଅକ୍ଟୋବର ୨୦୧୮ରେ ପ୍ରାକୃତିକ ବିପର୍ଯ୍ୟୟ ତଥା ତିତଲି ବାତ୍ୟା ଗଜପତି ଜିଲ୍ଲାବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ କ୍ଷୟକ୍ଷତିର ଶିକାର ହୋଇଥିଲା। ସେତେବେଳେ ଏହି ଜିଲ୍ଲାର ପୁନଃନିର୍ମାଣ…