୨୫ ତାରିଖରେ ବାତ୍ୟାର ରୂପ ନେଇପାରେ ଲଘୁଚାପ : ଆଇଏମଡି
ଭୁବନେଶ୍ୱର- ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବ । ଭାରତୀ ପାଣିପାଗ ବିଭାଗ -ଆଇଏମଡି ଏହି ପୂର୍ବାନୁମାନ କରିଛି । ମେ ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି…