ଝଡବାତ୍ୟାର ନାମକରଣ : କାହିଁକି,କେମିତି
ବିଜନ କୁମାର ମହାପାତ୍ର
ଝଡ,ବାତ୍ୟା ଆସିଲେ ସେଗୁଡିକୁ ଆମେ ଏକ ନିର୍ଦ୍ଦିଷ୍ଟ ନାଁରେ ଜାଣିଥାଉ । କାଟ୍ରିନା, ଫାଇଲିନ, ହୁଦହୁଦ୍, ନର୍ଗିସ ,ନିସର୍ଗ, ବାୟୁ, ନିବାର, ଅଖି, ଫନି, ଅମ୍ଫନ, ତୌକତେ ଇତ୍ୟାଦି ଇତ୍ୟାଦି । ବିଧ୍ୱଂସକାରୀ ଝଡଗୁଡିକର କାହିଁକି ନାମକରଣ ହୁଏ, ସେ ନେଇ ସାଧାରଣ…