Browsing Tag

DGP Abhay

ଅଭୟଙ୍କ ପରେ କିଏ ? ନୂଆ ଡିଜିପି ପାଇଁ ୧୪ ବରିଷ୍ଠ ଆଇପିଏସଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ…

ମୁଖ୍ୟାଳୟରେ ଓଡିଶା ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

କଟକ – ୬୨ତମ ପୋଲିସ ସହିଦ ଦିବସରେ ଓଡିଶା ପୋଲିସ ପକ୍ଷରୁ ଏ ବର୍ଷ ସହିଦ ହୋଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଟକସ୍ଥିତ ପୋଲିସ ହେଡକ୍ୱାର୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଡିିଜିଙ୍କ ସହ ସବୁ ବରିଷ୍ଠ ଆଇପିଏସ ଅଧିକାରୀ ଯୋଗ ଦେଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି…

୬୨ତମ ପୋଲିସ ସହିଦ ସ୍ମୃତି ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

କଟକ- ଆଜି ହେଉଛି ୬୨ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ କର୍ତ୍ତବ୍ୟ ସଂପାଦନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋରୋନା ଯୋଦ୍ଧା ଭାବେ ଜୀବନ ହରାଇଥିବା ପୋଲିସ କର୍ମୀଚାରୀଙ୍କୁ ବି…

କୋରାପୁଟରେ ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଛନ୍ତି । ଆଜି କୋରାପୁଟରେ ପୋଲିସ ଡିଜିଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ରଞ୍ଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀ କାର୍ଯ୍ୟକଳାପରେ ସେମାନେ ବିମୁଖ ବୋଲି କହିଛନ୍ତି…