Browsing Tag

Donald Trump

ଟ୍ରମ୍ପଙ୍କ ବିରୋଧରେ କାଟ୍ ଖାଇଲା ମହାଭିଯୋଗ ପ୍ରସ୍ତାବ, କ୍ୟାପିଟଲ ହିଂସା ଘଟଣାରେର ସିନେଟ୍ କଲା ଦୋଷମୁକ୍ତ

ୱାଶିଂଟନ - ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମହାଭିଯୋଗରୁ ବର୍ତ୍ତିଛନ୍ତି । କ୍ୟାପିଟଲ ବିଲ୍ଡିଂ ହିଂସାକାଣ୍ଡରେ ଭୂମିକା ପାଇଁ ତାଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ସିନେଟ୍‌ରେ କାଟ୍ ଖାଇଛି । ଏହି ଘଟଣାରେ ସିନେଟ୍ ତାଙ୍କୁ ଦୋଷମୁକ୍ତ କରିଛି । ଗତ…

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ନିମ୍ନ ସଦନରେ ପାରିତ

ୱାଶିଂଟନ - ଆମେରିକାର ବିଦୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଲୋଡ଼ା ଇତିହାସ ରଚିଛନ୍ତି । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ତାଙ୍କ ବିରୋଧରେ ଦୁଇ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ସଂସଦ ଭବନରେ ହିଂସାକାଣ୍ଡ ପାଇଁ ନିଜ ସମର୍ଥକଙ୍କୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୋଧରେ ଆଗତ…

ଟ୍ରମ୍ପଙ୍କ ଚ୍ୟାନେଲ୍ ବନ୍ଦ କଲା ୟୁଟ୍ୟୁବ୍‌

ୱାଶିଂଟନ୍ – ଟ୍ୱିଟର ଓ ଫେସବୁକ୍ ପରେ ଏବେ ୟୁଟ୍ୟୁବ୍ ବି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବ୍ୟାନ୍ କରିଛି । ଆମେରିକା ସଂସଦ ଭବନରେ ଘଟିଥିବା ହିଂସାକାଣ୍ଡ ପାଇଁ ୟୁଟ୍ୟୁବ ଟ୍ରମ୍ପଙ୍କ ଚ୍ୟାନେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଟ୍ରମ୍ପଙ୍କ ଚ୍ୟାନେଲରେ ନୂଆ ଭିଡିଓ…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯିବା ପଛରେ ଥିଲେ ଜଣେ ଭାରତୀୟ

ନ୍ୟୁୟର୍କ - ଆମେରିକା ସଂସଦ ଭବନ (କ୍ୟାପିଟଲ ବିଲ୍ଡିଂ)ରେ ହିଂସାକାଣ୍ଡ ପାଇଁ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ସବୁଦିିନ ପାଇଁ ବନ୍ଦ କରିଥିଲା । ତେବେ ଏହି ବଡ଼ ନିଷ୍ପତ୍ତି ପଛରେ ଭାରତୀୟ ବଂଶୋଦ୍ଭବ ବିଜୟା ଗାଡେଙ୍କ…

ଆମେରିକା ଇତିହାସରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି: ବିଡେନ୍

ୱାଶିଂଟନ୍ - ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ଆମେରିକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କିମ୍ବା ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ୧୨ ଦିନ ପୂର୍ବରୁ ତାଙ୍କୁ ହଟାଇବା ପ୍ରଶ୍ନ ଉପରେ ବିଡେନ…

ଟ୍ରମ୍ପଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ କଲା ଟ୍ୱିଟର

ଓ୍ୱାଶିଂଟନ - ଆମେରିକା ସଂସଦ ଭିତରେ ଏବଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହିଂସା ମଧ୍ୟରେ ଟ୍ୱିଟର ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍ କରିଛି । ଏହା ପରେ ଟ୍ରମ୍ପ ଶୁକ୍ରବାର ତାଙ୍କ ଅଫିସିଆଲ୍ ଆକାଉଣ୍ଟ @ POTUS ରୁ ଟ୍ୱିଟ୍ କରିଥିଲେ,…

ବିଡେନଙ୍କ ବିଜୟକୁ ଆମେରିକୀୟ କଂଗ୍ରେସର ସ୍ୱୀକୃତି, ଜାନୁୟାରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ କହିଲେ ଟ୍ରମ୍ପ

ୱାଶିଂଟନ - ଡୋନାଲ୍ଡ ଟ୍ରମ୍ପଙ୍କ ସମଥର୍କଙ୍କ ହିଂସାକାଣ୍ଡ ମଧ୍ୟରେ ଆମେରିକୀୟ କଂଗ୍ରେସ ରାଷ୍ଟ୍ରପତି ନିର୍ବର୍ାଚନରେ ଜୋ ବିଡେନଙ୍କ ବିଜୟକୁ ସ୍ୱୀକୃତି ପ୍ରଦାନ କରିଛି । ଏଥିସହ ବିଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପଥ ପରିଷ୍କାର ହୋଇଯାଇଛି । ଆମେରିକା କଂଗ୍ରେସର ମିଳିତ…

ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା, ଆମେରିକା ସଂସଦ କୋଠା ଭିତରକୁ ଧଶେଇ ପସିଲେ; ପୋଲିସ ଗୁଳିରେ ଜଣେ ମୃତ, ୱାଶିଂଟନରେ…

ୱାଶିଂଟନ - ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟରେ ମୋହର ଲଗାଇବା ପାଇଁ ଆମେରିକା ସଂସଦର ଏକ ସ୍ୱତନ୍ତ୍ର ବୈଠକ ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଠାତ୍ ଆମେରିକୀୟ ସଂସଦ କୋଠା (କ୍ୟାପିଟାଲ୍ସ ହିଲ୍‌) ଭିତରକୁ ଧଶେଇ ପସି…