Browsing Tag

Door To Door Screening In Ganjam

ଆଜିଠାରୁ ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର - ଆଜିଠାରୁ ବ୍ରହ୍ମପୁର ମହାନଗର ଅଂଚଳରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଂ ୧୧୨ଟି ଟିମ ଗଠନ ହୋଇଛି । ଏଏନଏମ, ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କୁ ନେଇ ଗଠିତ ହୋଇଛି ୧୧୨ଟି ଟିମ୍ । ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ଯାଂଚ ସହ କୋରୋନା…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଏଥିପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ସ୍ବାସ୍ଥ୍ୟ କର୍ମୀଙ୍କୁ ଘର ଘର ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ବାହାରୁ ଆସୁଥିବା ପ୍ରବାସୀ…