Browsing Tag

Dutee Chand

ଟୋକିଓରେ ପଦକ ଜିତିଲେ ଓଡିଶା କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍ୱର୍ଣ୍ଣ…

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…

ଆନ୍ତଃ ରାଜ୍ୟ ସିନିଅର ଆଥଲେଟିକ୍ସର ୧୦୦ମିଟରରେ ଦୂତି ଚାନ୍ଦ ଚତୁର୍ଥ, ବିଶ୍ୱ ମାନ୍ୟତା ଭିତ୍ତିରେ ଟୋକିଓ ଅଲିମ୍ପିକ୍ସକୁ…

ପଟିଆଲା : ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରୁ ବଂଚିତ ହୋଇଛନ୍ତି ଧାବିକା ଦୂତି ଚାନ୍ଦ । ଜାତୀୟ ସିନିଅର ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର ଫାଇନାଲରେ ଜାତୀୟ ରେକର୍ଡଧାରିଣୀ ଦୂତି ଚାନ୍ଦ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦୂତି ଚାନ୍ଦ ୧୧ ଦଶମିକ…

୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତିଚାନ୍ଦ ଅଳ୍ପକେ ଟୋକିଓ ଟିକେଟରୁ ବଂଚିତ

ପଟିଆଲା – ମହିଳା ୧୦୦ ମିଟର ଦୌଡରେ ନିଜର ହିଁ ଜାତୀୟ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ପଟିଆଲାଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟର ୧୦୦ ମିଟର ଦୌଡରେ ଦୂତିଚାନ୍ଦ ନିଜର ହିଁ ଜାତୀୟ…

ଦୌଡରାଣୀ ଦୂତି ପାଇବେ ଅର୍ଜୁନ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଏ ବର୍ଷ ଅର୍ଜୁନ ପୁରସ୍କାର ପାଇବେ । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ସମେତ ମୋଟ ୨୭ଜଣ କ୍ରୀଡାବିତଙ୍କ ନାଁ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅଲିମ୍ପିଆନ…