Browsing Tag

Farmers’ Protest

କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ଓ ସମ୍ବିଧାନ ବଞ୍ଚାଇବା ପାଇଁ ପ୍ରେରଣା

୨୬ ନଭେମ୍ବର ହେଉଛି ସମ୍ବିଧାନ ଦିବସ। ୧୯୪୯ ମସିହା ଏହି ଦିନରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରି ପ୍ରଣୟନ କରିଥିଲେ ଓ ଆତ୍ମାର୍ପିତ କରିଥିଲେ। ୨୬ ନଭେମ୍ବରକୁ ୨୦୧୫ରୁ ମୋଦି ସରକାର ସମ୍ବିଧାନ ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହା ଏକ ବିଡମ୍ବନା ଯେ ଯେଉଁ ମୋଦି ସରକାର…

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କରୋନ ଟିକା ଦେବାକୁ ରାକେଶ ଟିକାଏତଙ୍କ ଦାବି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତ ଚାରି ମାସରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ କରୋନା ଟିକା ଦେବା ପାଇଁ କୃଷକ ନେତା ରାକେଶ ଟିକାଏତ୍ ଦାବି କରିଛନ୍ତି । ଟିକାଏତ୍ କହିଛନ୍ତି ଯେ, ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଚାଷୀମାନଙ୍କ ଟିକାକରଣ…

କୃଷି ଆଇନ ବିବାଦ: ୧୮ରେ ଦେଶବ୍ୟାପୀ ଚାରି ଘଣ୍ଟିଆ ରେଳରୋକ କରିବେ ଚାଷୀ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆସନ୍ତା ଫେବୃୟାରୀ ୧୮ରେ ଦେଶବ୍ୟାପୀ ରୋଳରୋକ ଡାକରା ଦେଇଛନ୍ତି । ତା’ପୂର୍ବରୁ ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଫେବୃୟାରୀ ୧୪ରେ କୃଷକ ମାନେ ସହିଦ ଯବାନଙ୍କ ସ୍ମୃତିରେ ଏକ…

କେନ୍ଦ୍ରର ଚାପ ପରେ ସନ୍ଦିଗ୍ଧ ଆକାଉଣ୍ଟ୍ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ – କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ଧମକ ପରେ ଟ୍ୱିଟର ଚାଷୀ ଆନ୍ଦୋଳନ ସହ ଜଡିତ କିଛି ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍ କରିଛି । ଚାଷୀ ଆନ୍ଦୋଳନ ନେଇ ବିଭ୍ରାନ୍ତିକର ସୂଚନା ଓ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ସରକାର ୧୧୭୮ ଆକାଉଣ୍ଟକୁ ବନ୍ଦ କରିବା ଲାଗି ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ…

ଆନ୍ଦୋଳନ ଶେଷ କରିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ନୂଆ କୃଷି ଆଇନକୁ ଏକ ସୁଯୋଗ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । କୃଷି ଆଇନ ପ୍ରସଙ୍ଗରେ ହେଉଥିବା ରାଜନୀତି ନେଇ…

କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକ ସଂଗଠନର ଚକା ଜାମ୍

ସମ୍ବଲପୁର: କେନ୍ଦ୍ରର ୩ଟି କଳା ଆଇନ ବିରୋଧରେ ଅଖିଳ ଭାରତୀୟ କିଷାନ ସଂଘର୍ଷ ସମିତିର ଆହ୍ବାନରେ ଜିଲ୍ଲା କୃଷକ ସଂଗଠନ ତରଫରୁ ଝାରସୁଗୁଡା- ସମ୍ବଲପୁର ରାସ୍ତାର ତାଲବ ଏବଂ ସମ୍ବଲପୁର- ବରଗଡ ଜାତୀୟ ରାଜପଥର ରେମେଡରେ ରାସ୍ତା ଅବରୋଧ । ବିଭିନ୍ନ କୃଷକ ସଂଗଠନ ସମେତ ବିଭିନ୍ନ ଶ୍ରମିକ ସଂଗଠନର…

ଆଜି ଚାଷୀଙ୍କ ଦେଶବ୍ୟାପୀ ‘ଚକା ଜାମ୍‌’, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ – କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ଦିନ ଧରି ଦିଲ୍ଳୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଦେଶବ୍ୟାପୀ ‘ଚକା ଜାମ୍‌’ କରିବେ । ଚାଷୀମାନଙ୍କ ଏହି ‘ଚକା ଜାମ୍‌’ ଡାକରାକୁ କଂଗ୍ରେସ ସମେତ ବହୁ ଦଳ ସମର୍ଥନ କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ…