Browsing Tag

Festival of Lord Jagannath

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ଦ୍ୟୁତକ୍ରୀଡା ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ…

ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଆଜି

ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ…

ପୁରୀ: ଆଜି ହେରାପଞ୍ଚମୀ ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପର୍ବ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ଉଦାହରଣ। ନବଦିନ ବ୍ୟାପି ରଥଯାତ୍ରାର ମଧ୍ୟ ଭାଗରେ ଏହି ଉତ୍ସବ ପାଳନ କରାଯାଇଥାଏ। ରହସ୍ୟମୟ ଠାକୁର ସିଏ। ନିଜେ ରହସ୍ୟମୟ ହେବା ସହିତ ତାଙ୍କର ପ୍ରତ୍ୟେକ ଯାତ୍ରା ପଛରେ ରହିଛି ଅନେକ…

ରଥ,ପଥ ପ୍ରସ୍ତୁତ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ – ଲଗାତର ଦ୍ୱିତୀୟ ବର୍ଷ ପାଇଁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଆୟୋଜିତ ହେବାକୁ ଯାଉଛି ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ, ପଥ ସବୁ ପ୍ରସ୍ତୁତ । ତିନି ରଥ ଦକ୍ଷିଣମୋଡ ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ଏଣେ ମହାପ୍ରଭୁଙ୍କ ରଥଯାତ୍ରା ନୀତିନିଘଣ୍ଟ ପ୍ରସ୍ତୁତ ହୋଇଛି । ଜୁଲାଇ…

ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମାର୍ଜନ ପରମ୍ପରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ହେଉଛି ରଥଯାତ୍ରା। କେଉଁ ଆବହମାନ କାଳରୁ ଏହି ପତିତପାବନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଏହି ପବିତ୍ର ଯାତ୍ରାକୁ ଦର୍ଶନ କରିବା ପାଇଁ ଭାରତର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଅନେକ ସାଧୁସନ୍ଥ, ଭକ୍ତ ଓ ଅବତାରି…

ପୁରୀ: ଶ୍ରୀଜୀଉଙ୍କ ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଓଷ ଲାଗି ଅନୁଷ୍ଠିତ ହେବ। ଆଜି ହେଉଛି କୃଷ୍ଣ ଦ୍ଵାଦଶୀ ତିଥୀ। ସ୍ନାନପୁର୍ଣିମା ଠାରୁ ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡିତ ଥିଲେ। ଗତକାଲି ଖଳିଲାଗି ଏକାଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ, କର୍ପୂର, ଚୁଆ, କୁଙ୍କୁମ, କସ୍ତୁରୀ…