Browsing Tag

Flood in Odisha

ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଂକେତର ନିକଟତର, ମୁଣ୍ଡଳୀରେ ପହଂଚିଲା ହୀରାକୁଦର ବନ୍ୟାଜଳ

କଟକ – କଟକ ଯୋବ୍ରାରେ ମହନଦୀର ବନ୍ୟା ଜଳ ବିପଦ ସଂକେତ ପାଖାପାଖି ପହଂଚିଛି । ଯୋବ୍ରାରେ ବିପଦ ସଂକେତ ୨୧. ୯୪ ମିଟର ଥିବା ବେଳେ ଜଳସ୍ତର ରହିଛି ୨୧,୯୦ ମିଟର । ୨୧.୭୫ ମିଟର ଉଚ୍ଚତାରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପଶୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ଜଳ ।…

ଏସଆରସିଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତିରେ ହେଉଛି ସୁଧାର, ୧୦ ଜିଲ୍ଲାର ୫୪ ବ୍ଲକ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଉନ୍ନତି ହେଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାର ୫୪ ବ୍ଲକର ୧ ହଜାର ୨୭୬ ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ୫୫୨ ଗାଁର ୩ ଲକ୍ଷ ୮୩ ହଜାର ୪୬ ଲୋକ ପାଣି ଘେରରେ ଅଛନ୍ତି । ୨ ହଜାର…