Browsing Tag

Ganjam Administration

ଦୂର ହେବ ଗଞ୍ଜାମର ବନ୍ୟା ସମସ୍ୟା: ୫ – ଟି ସଚିବ

ଦୂର ହେବ ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ଅବବାହିକାର ବନ୍ୟା ସମସ୍ୟା। ରଷିକୁଲ୍ୟା ନଦୀ କାରଣରୁ ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକରେ ପ୍ରତିବର୍ଷ ଉପୁଜୁଥିବା ବନ୍ୟା ଆଶଙ୍କାକୁ ଏଣିକି ଏଡାଇ ହେବ। ଏଥିପାଇଁ ୨୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କଂସାରୀଗଣ୍ଡ ଠାରେ…

ବିକାଶ ସହ ପରିବର୍ତ୍ତନ… ନେତୃତ୍ବ ନେଉଛନ୍ତି ଏସଏଚଜି

ସମାଜରେ ନାରୀଙ୍କୁ ଯଦି ସୁଯୋଗ ମିଳେ, ସେମାନେ ନିଜ ପ୍ରତିଭାର ଉଚିତ ନିଦର୍ଶନ ଦେଖାଇ ପ୍ରତିଟି କାର୍ଯ୍ୟକୁ ସୂଚାରୁ ରୂପେ ଆଗେଇ ନେବେ। ଏହାଦ୍ୱାରା ସମାଜ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ସାମଗ୍ରୀକ ବିକାଶ ତ୍ବରାନ୍ବିତ ହୋଇପାରିବ। ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ଏଭଳି…

ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ, ପଂଚସୂତ୍ରୀ ନିୟମ କଡାକଡି ପାଳନ ମାନିବାକୁ ଦୋକାନୀଙ୍କୁ…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମ୍ ଥିବାରୁ ଜିଲ୍ଲା ବର୍ତ୍ତମାନ ଗ୍ରୀନଜୋନରେ ରହିଛି । ରାଜ୍ୟ ସରକାରଙ୍କ କ୍ୟାଟୋଗୋରୀ ଏ ଜିଲ୍ଲା ସମୂହରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା । ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆଂଶିକ ଲକଡାଉନ ଜାରି…

କୋରୋନାର ତୃତୀୟ ଲହର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଆଜିଠାରୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ ଅଭିଯାନ

ବ୍ରହ୍ମପୁର- କୋରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିଶୁମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ପାଇଁ ସବୁ ପ୍ରକାର ବିଶେଷ ବ୍ୟବସ୍ଥା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ…