Browsing Tag

Ganjam Collector Vijay Amruta Kulange

ଲିଙ୍ଗ ନିରୂପଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ…

ବ୍ରହ୍ମପୁର- ବେଆଇନ ଭାବେ ଗର୍ଭସ୍ଥ ଛୁଆର ଲିଙ୍ଗ ନିରୂପଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଜିଲ୍ଲାରେ ଲିଙ୍ଗ ନିରୂପଣ ସଂପର୍କିତ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଶିଶୁ ବିକାଶ ଯୋଜନା ପକ୍ଷରୁ…

ଗଂଜାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆଜିଠାରୁ କୋଭିଡ ସପ୍ତାହ ପାଳନ, ମହାମାରୀ ମୁକାବିଲା ନେଇ ସଚେତନତା ସହ ହାତକୁ…

ବ୍ରହ୍ମପୁର – ରାଜ୍ୟ ସରକାରଙ୍କ ଅକୁଣ୍ଠ ସହଯୋଗରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ଓ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଗଂଜାମ ଜିଲ୍ଲାରେ କୋଭିଡ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ସଫଳତା…

ଗଂଜାମରୁ କୋରୋନା ବିପଦ ସଂପୂଣ୍ଣ ର୍ ଟଳିନାହିଁ , କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଜିଲ୍ଲାପାଳଙ୍କ ନିବେଦନ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ କୋରୋନା ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିଲେ ମଧ୍ୟ ଲୋକେ ଏବେ କିଛିଟା ଅମାନିଆ ହେବା ଆରମ୍ଭ କରିଥିବାରୁ ଜିଳାପାଳ ବିଜୟ ଅମୃତ କୁଲାଙ୍ଗେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି ।…

ରାୟପୁର ବସ୍ ଦୁର୍ଘଟଣାରେ ମୃତ ୮ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ପରିଚୟ ମିଳିଲା, ଜନ୍ମମାଟିରେ ହିଁ ମୃତକଙ୍କ ଅନ୍ତିମ…

ରାୟପୁର – ଛତିଶଗଡ଼ ରାୟପୁର ନିକଟରେ ଆଜି ସକାଳେ ଘଟିଥିବା ବସ ଦୁର୍ଘଟଣାରେ ମୃତ ୮ ଜଣଙ୍କ ମଧ୍ୟରୁ ୪ ଜଣ ପରିଚୟ ମିଳିଛି । ମୃତକମାନେ ହେଉଛନ୍ତି ବେଲଗୁଣ୍ଠା ବ୍ଲକ ବାଘୁଆପଲ୍ଲୀ ଗାଁର ସୁଶାନ୍ତ ସ୍ୱାଇଁ , ଗାଙ୍ଗପୁର ଥାନା ବୋରି ଗାଁର ନାରାୟଣ ଗୁରୁ, ଆସିକା ଥାନା ଘଟପୁରୀ ଗାଁର ବିଶ୍ୱନାଥ ଗୌଡ,…

କୋଭିଡ ଟେଷ୍ଟିଂରେ ନୂଆ ମାଇଲଖୁଂଟ,ଗଂଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଟେଷ୍ଟିଂ , କୋଭିଡ ପରିଚାଳନାରେ ସଫଳ ହୋଇଛି ଗଂଜାମ…

ବ୍ରହ୍ମପୁର : କୋଭିଡ ଟେଷ୍ଟିଂରେ ଗଂଜାମ ଜିଲ୍ଲାର ନୂଆ ମାଇଲଖୁଂଟ । ଜିଲ୍ଲାରେ କୋଭିଡ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ଗଂଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର କୋଭିଡ ପରିଚାଳନା ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି…