Browsing Tag

Ganjam District

କୋଭିଡ ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଅର୍ଡର ଅଫ ମେରିଟ୍‌

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାକୁ ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି କୋଭିଡ-୧୯ର ସଫଳ ପରିଚାଳନା ପାଇଁ ପୁଣି ଥରେ ଗଞ୍ଜାମକୁ ସ୍ୱୀକୃତି । ଗୋଷ୍ଠୀ ସହଭାଗିତାରେ କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମିଳିଛି ସମ୍ମାନଜନକ ସ୍କଚ୍ ଅର୍ଡର ଅଫ ମେରିଟ୍ ସମ୍ମାନ ।…

ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭିଡିଓ ଜାରି

ଭୁବନେଶ୍ୱର- ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ୱାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି । ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ…

ଗଞ୍ଜାମ ଜିଲ୍ଲାକୁ ବ୍ରିଟେନରୁ ଫେରିଛନ୍ତି ୩ ଜଣ, ଜିଲ୍ଲାପାଳଙ୍କ ସୂଚନା, ଜାନୁଆରୀରେ ଖୋଲିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର- ବ୍ରିଟେନରୁ ଗଞ୍ଜାମ ଜିଲ୍ଲାକୁ ୩ ଜଣ ଫେରିଛନ୍ତି । ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । ଆଉ ଦୁଇ ଜଣଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସାମଗ୍ରିକ ଭାବେ ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି…

ଗଂଜାମ ଜିଲ୍ଲାରେ ଦ୍ରୁତଗତିର ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା, ପ୍ରଥମ ଥର ପାଇଁ ଜିଲ୍ଲାରେ ସକ୍ରିୟ ମାମଲା ୪…

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟ ସରକାରଙ୍କ ସକ୍ରିୟ ସମର୍ଥନ ଓ ଜିଲ୍ଲା ପ୍ରଶାସନରେ ଅକ୍ଲାନ୍ତ ପରିଶ୍ରମ ଓ ଅଭିନବ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ଯୋଗୁଁ ଜିଲ୍ଲାରେ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣ ହୋଇପାରିଛି…

ହିଂଜିଳରେ କୋରୋନା ବିରୋଧୀ ଲଢେଇରେ ବେଶ୍ ସଫଳ ନବୀନଙ୍କ ‘ଗୋଷ୍ଠୀ ସହଭାଗିତା’ ମଡେଲ୍

ବ୍ରହ୍ମପୁର : ସାରାବିଶ୍ୱରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଥିଲା ବେଳେ ପ୍ରଭାବିତ ସବୁ ଛୋଟବଡ ଦେଶ ଏହା ବିରୋଧରେ ଲଢେଇ ଜାରି ରଖିଛନ୍ତି । ମହାମାରୀ ବିରୋଧରେ ଲଢେଇ ଜିତିବାକୁ ବି ଜାରି ରହିଛି ପ୍ରୟାସ । ତେବେ କୋରୋନା ବିରୋଧୀ ଲଢେଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର…