Browsing Tag

Ganjam

ପଞ୍ଚାୟତ ନିର୍ବାଚନ : ଗଞ୍ଜାମ ଜିଲ୍ଲାରେ ୬୮୩ ସମ୍ବେଦନଶୀଳ ଓ ୪୩୧ ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଧୀରେ ଧୀରେ ଜମିବାରେ ଲାଗିଛି ପ୍ରଚାର । ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ସ୍ୱଚ୍ଛ, ଅବାଧ ଓ ଶାନ୍ତିଶୃଙ୍ଖଳାରେ ମତଦାନ…

୩ କୋଟିରେ ତପ୍ତପାଣି ଉଷ୍ମ ପ୍ରସ୍ରବଣ ନବକଳେବର

ଦିଗପହଣ୍ଡି: ତାରାତାରିଣୀ ପୀଠ, ତାମ୍ପରା ଜଳକ୍ରୀଡ଼ା କେନ୍ଦ୍ର, ଗୋପାଳପୁର ଓ ପାତି ସୁନାପୁର ଯଥାକ୍ରମେ ସ୍ଥାୟୀ ଓ ଅସ୍ଥାୟୀ ଇକୋ ରିଟ୍ରିଟ୍, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ... ଆଉ ଏବେ ପ୍ରସିଦ୍ଧ ଉଷ୍ମପ୍ରସ୍ରବଣ ତପ୍ତପାଣି ପର୍ଯ୍ୟଟନ ସ୍ଥଳୀର ନବକଳେବର ହେବାକୁ ଯାଉଛି।…

ରେଶମ ସହରବାସୀଙ୍କୁ ନବୀନଙ୍କ ନବବର୍ଷ ଭେଟି: ବିଇଏମସିରେ ଆଧୁନିକ ମାଛ ବଜାର, ବୁଣାକାର ସୋ’ରୁମ୍ ଓ ସେଲଫି…

ବ୍ରହ୍ମପୁର : ରେଶମ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବବର୍ଷର ଭେଟି। ସାଧାରଣ ଜନତାଙ୍କ ମନୋରଞ୍ଜନ ସମେତ ବିଶେଷ କରି ମତ୍ସ୍ୟଜୀବୀ ଓ ବୁଣାକାର ଗୋଷ୍ଠୀ ସକାଶେ ଭିତ୍ତିଭୂମି ଜନିତ ତିନୋଟି ଉନ୍ନୟନମୂଳକ ପ୍ରକଳ୍ପ ବିଇଏମସି ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଛି। ମର୍ଦ୍ଦରାଜ…

କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର, ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା,…

ଛତ୍ରପୁର – କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ ପଦାଧିକାରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି । କୋଭିଡ ମୁକାବିଲା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…